ପ୍ରଧାନ ପୃଷ୍ଠା

From Outreach Wiki
Jump to navigation Jump to search
This page is a translated version of the page Main Page and the translation is 90% complete.
"What is Wikipedia?" video in Spanish with subtitles in multiple languages.

ପ୍ରଚାର ଉଇକିମିଡ଼ିଆ ପ୍ରଣାଳୀରେ ।

ଏହି ଉଇକି ବିଭିନ୍ନ ପ୍ରଚାର ଏବଂ ମିଳିତ କାର୍ଯ୍ୟକ୍ରମ ପାଇଁ ମୂଳଦୁଆ ରୂପେ କାମ କରେ । ସମାଜ, ସଂସ୍କୃତି ଏବଂ ଜନସାଧାରଣ ମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକପାଇଁ ଏହା ଉଇକି ଗନ୍ତାଘର ଏବଂ ପଥପ୍ରଦର୍ଶକ ଭାବେ କାମ କରେ ।

ନୂଆ ଉଇକିଆଳି ମାନଙ୍କୁ ନିଯୁକ୍ତି ଏବଂ ସହାୟତା ଦେଇ ସାଂସ୍କୃତିକ ଏବଂ ଶିକ୍ଷା ଅନୁଷ୍ଠାନଗୁଡ଼ିକ ସହ ସୁସମ୍ପର୍କ ସ୍ଥାପନ କରିବା ଆମର ମୂଳ ଲକ୍ଷ । ଏହି ମିଳିତ ଉଦ୍ୟୋଗଟିକୁ ବହୁତ ବଡ଼, ସୁସଙ୍ଗଠିତ ଏବଂ ଅଧିକ ବ୍ୟବହାରଯୋଗ୍ୟ କରିବା ପାଇଁ ଆମେ ଆପଣଙ୍କ ସହଯୋଗ କାମନା କରୁଛୁ ।


ଜିଏଲଏଏମ

ପୁରୁଣା ଲେଖା ଏବଂ ସଂସ୍କୃତିକୁ ଅନଲାଇନ ଆଣିବା ପାଇଁ ଏହି ପ୍ରକଳ୍ପଟି ଗ୍ୟାଲେରୀ, ପାଠାଗାର, ନଥିପତ୍ର ଏବଂ ସଂଗ୍ରହାଳୟ ମାନଙ୍କ ସହ କାମ କରିଥାଏ

ଶିକ୍ଷା

ଉଇକିମିଡ଼ିଆ ଶିକ୍ଷା ପୋର୍ଟାଲଟି ଦୁନିଆରେ ଉଇକିପିଡ଼ିଆ ଓ ସହଯୋଗୀ ପ୍ରକଳ୍ପକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ଯୋଡ଼ିଥାଏ