ପ୍ରଧାନ ପୃଷ୍ଠା

From Outreach Wiki
Jump to: navigation, search
This page is a translated version of the page Main Page and the translation is 33% complete.

Outdated translations are marked like this.
Join us for discussing the future of the Wikimedia movement through 2030.
"What is Wikipedia?" video in Spanish with subtitles in multiple languages.

ପ୍ରଚାର ଉଇକିମିଡ଼ିଆ ପ୍ରଣାଳୀରେ ।
ଏହି ଉଇକି ବିଭିନ୍ନ ପ୍ରଚାର ଏବଂ ମିଳିତ କାର୍ଯ୍ୟକ୍ରମ ପାଇଁ ମୂଳଦୁଆ ରୂପେ କାମ କରେ । ସମାଜ, ସଂସ୍କୃତି ଏବଂ ଜନସାଧାରଣ ମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡ଼ିକପାଇଁ ଏହା ଉଇକି ଗନ୍ତାଘର ଏବଂ ପଥପ୍ରଦର୍ଶକ ଭାବେ କାମ କରେ ।

ନୂଆ ଉଇକିଆଳି ମାନଙ୍କୁ ନିଯୁକ୍ତି ଏବଂ ସହାୟତା ଦେଇ ସାଂସ୍କୃତିକ ଏବଂ ଶିକ୍ଷା ଅନୁଷ୍ଠାନଗୁଡ଼ିକ ସହ ସୁସମ୍ପର୍କ ସ୍ଥାପନ କରିବା ଆମର ମୂଳ ଲକ୍ଷ । ଏହି ମିଳିତ ଉଦ୍ୟୋଗଟିକୁ ବହୁତ ବଡ଼, ସୁସଙ୍ଗଠିତ ଏବଂ ଅଧିକ ବ୍ୟବହାରଯୋଗ୍ୟ କରିବା ପାଇଁ ଆମେ ଆପଣଙ୍କ ସହଯୋଗ କାମନା କରୁଛୁ ।


ଜିଏଲଏଏମ


ପୁରୁଣା ଲେଖା ଏବଂ ସଂସ୍କୃତିକୁ ଅନଲାଇନ ଆଣିବା ପାଇଁ ଏହି ପ୍ରକଳ୍ପଟି ଗ୍ୟାଲେରୀ, ପାଠାଗାର, ନଥିପତ୍ର ଏବଂ ସଂଗ୍ରହାଳୟ ମାନଙ୍କ ସହ କାମ କରିଥାଏ ।» ଅଧିକ ଦେଖନ୍ତୁ


ଶିକ୍ଷା


ଉଇକିମିଡ଼ିଆ ଶିକ୍ଷା ପୋର୍ଟାଲଟି ଦୁନିଆରେ ଉଇକିପିଡ଼ିଆ ଓ ସହଯୋଗୀ ପ୍ରକଳ୍ପକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ଯୋଡ଼ିଥାଏ । » ଅଧିକ ଦେଖନ୍ତୁ


ଭଲ ଅଭ୍ୟାସଗୁଡ଼ିକ


ଉଇକିମିଡ଼ିଆର ପ୍ରଚାର କରୁଥିବା ଲୋକମାନଙ୍କ ପାଇଁ ଏହି ପ୍ରକଳ୍ପ ନଥିପତ୍ର ତିଆରି କରେ । » ଅଧିକ ଦେଖନ୍ତୁ


ସଫଳ କାହାଣୀଗୁଡ଼ିକ


ଏହି ପ୍ରକଳ୍ପଟି ଆମ ଗତିବିଧିର ଲକ୍ଷ୍ୟ ରଖେ ଏବଂ ପ୍ରକଳ୍ପର ଇତିହାସ ବିଷୟରେ ଲେଖିଥାଏ ।» ଅଧିକ ଦେଖନ୍ତୁ




Other languages:
العربية • ‎asturianu • ‎azərbaycanca • ‎български • ‎বাংলা • ‎català • ‎čeština • ‎dansk • ‎Deutsch • ‎Zazaki • ‎Ελληνικά • ‎emiliàn e rumagnòl • ‎English • ‎Canadian English • ‎Esperanto • ‎español • ‎euskara • ‎فارسی • ‎français • ‎Frysk • ‎עברית • ‎हिन्दी • ‎magyar • ‎Հայերեն • ‎interlingua • ‎Bahasa Indonesia • ‎italiano • ‎日本語 • ‎ಕನ್ನಡ • ‎한국어 • ‎Kurdî • ‎Lingua Franca Nova • ‎lietuvių • ‎latviešu • ‎文言 • ‎मैथिली • ‎македонски • ‎മലയാളം • ‎मराठी • ‎नेपाली • ‎Nederlands • ‎ଓଡ଼ିଆ • ‎ਪੰਜਾਬੀ • ‎polski • ‎português • ‎português do Brasil • ‎română • ‎русский • ‎Scots • ‎سنڌي • ‎shqip • ‎српски / srpski • ‎svenska • ‎தமிழ் • ‎తెలుగు • ‎ไทย • ‎Türkçe • ‎українська • ‎اردو • ‎Tiếng Việt • ‎中文 • ‎中文(简体)‎ • ‎中文(繁體)‎ • ‎中文(台灣)‎